MMDR Act 2026 ବିରୋଧରେ ଓଡ଼ିଶା ଲୋକ ଦଳର ଦ୍ୱିତୀୟ ପର୍ଯ୍ୟାୟ ଭୁବନେଶ୍ୱର ବିକ୍ଷୋଭର କିଛି ମୁହୂର୍ତ୍ତ।
ଓଡ଼ିଶା ଲୋକ ଦଳର ଏକ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥ (ଇଣ୍ଡିଆ ଗେଟ୍) ସମ୍ମୁଖରେ MMDR Bill 2026 ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଯାଜପୁରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନ: ଯାଜପୁର ବର୍ଷ: ୨୦୨୬ ପରିବେଶ ସୁରକ୍ଷା ଓ ଏକ ସବୁଜ ଭବିଷ୍ୟତର ବାର୍ତ୍ତା ନେଇ ଓଡ଼ିଶା ଲୋକ ଦଳ ପକ୍ଷରୁ ଯାଜପୁରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମର କିଛି ଫଟୋ ଝଲକ। ଦଳର ନେତୃବୃନ୍ଦ, କର୍ମକର୍ତ୍ତା ଓ ସମର୍ଥକମାନେ ଏହି ଅଭିଯାନରେ ସାମିଲ ହୋଇ ଚାରା ରୋପଣ କରିଥିଲେ। “ଆଜି ଗୋଟିଏ ଚାରା, ଆସନ୍ତାକାଲି ଏକ ସବୁଜ ଭବିଷ୍ୟତ।” 🌱
MMDR ବିଲ୍ ପ୍ରତ୍ୟାହାର ଦାବିରେ ଓଡ଼ିଶା ଲୋକ ଦଳର ବିକ୍ଷୋଭ — ଭୁବନେଶ୍ୱର ତାରିଖ: ୨୦ ଅଗଷ୍ଟ ୨୦୨୬ ସ୍ଥାନ: ଭୁବନେଶ୍ୱର MMDR ବିଲ୍ର ପ୍ରତ୍ୟାହାର ଦାବିରେ ଓଡ଼ିଶା ଲୋକ ଦଳ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନର କିଛି ଫଟୋ ଝଲକ। ଏହି ବିକ୍ଷୋଭରେ ଦଳର ନେତୃବୃନ୍ଦ, କର୍ମକର୍ତ୍ତା ଓ ସମର୍ଥକମାନେ ଯୋଗଦେଇ MMDR ବିଲ୍ର ପ୍ରତ୍ୟାହାର ସହ ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଦାବି ଉଠାଇଥିଲେ।
ଓଡ଼ିଶା ଲୋକ ଦଳ ଓ ଓଡ଼ିଶା ଛାତ୍ର ସଂଗଠନ ପକ୍ଷରୁ ଯାଜପୁର ଜିଲ୍ଲାର ଚତୁର୍ଥ ବନ୍ୟାରେ ଶୁଖିଲା ଖାଦ୍ୟ ବଣ୍ଟନ ସହିତ ବୃହତ୍ ସମସ୍ୟା ଉପରେ ଆଲୋଚନା କରିଲୁ।