+୯୧ ୮୩୩୮୯୯୮୮୬୦  |  odishaloka@gmail.com
27 ଅଗଷ୍ଟ 2026

ଭବିଷ୍ୟତ ପିଢ଼ି ପାଇଁ ସବୁଜ ପରିବେଶ ଗଢ଼ିବାକୁ ଯାଜପୁରରେ ବୃକ୍ଷରୋପଣ ଯାଜପୁର | ୨୦୨୬

ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ଗଠନର ଲକ୍ଷ୍ୟ ନେଇ ଓଡ଼ିଶା ଲୋକ ଦଳ ପକ୍ଷରୁ ଯାଜପୁରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏହି ଅବସରରେ ଦଳର ନେତୃବୃନ୍ଦ, କର୍ମକର୍ତ୍ତା ଓ ସମର୍ଥକମାନେ ଯୋଗଦେଇ ବିଭିନ୍ନ ସ୍ଥାନରେ ଚାରା ରୋପଣ କରିଥିଲେ। ପରିବେଶର ସନ୍ତୁଳନ ରକ୍ଷା ସହିତ ବୃକ୍ଷର ସୁରକ୍ଷା ଓ ସଂରକ୍ଷଣ ପାଇଁ ମଧ୍ୟ ସମସ୍ତଙ୍କୁ ସଚେତନ କରାଯାଇଥିଲା।

ଏକ ସବୁଜ, ସୁସ୍ଥ ଓ ସୁନ୍ଦର ଓଡ଼ିଶା ଗଠନ ପାଇଁ ଅଧିକରୁ ଅଧିକ ଗଛ ଲଗାଇବା ସହ ରୋପିତ ଚାରାଗୁଡ଼ିକର ଯତ୍ନ ନେବା ଆବଶ୍ୟକ ବୋଲି ଦଳ ପକ୍ଷରୁ ବାର୍ତ୍ତା ଦିଆଯାଇଛି।

ମୁଖ୍ୟ ବାର୍ତ୍ତା:
“ଆଜି ଗୋଟିଏ ଚାରା, ଆସନ୍ତାକାଲି ଏକ ସବୁଜ ଭବିଷ୍ୟତ — ଆସନ୍ତୁ, ନିଜ ହାତରେ ଚାରା ରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ସୁସ୍ଥ ପରିବେଶ ଗଢ଼ିବା।”
all_news_back

ଆସନ୍ତୁ, ଓଡ଼ିଶାର ବିକାଶ ପାଇଁ ଏକାଠି ହେବା

ଆମ ଦଳରେ ସାମିଲ ହୁଅନ୍ତୁ ଏବଂ ଓଡ଼ିଶାର ଉନ୍ନତି ପାଇଁ ଯୋଗଦାନ ଦିଅନ୍ତୁ

ସଦସ୍ୟ ହୁଅନ୍ତୁ